ଉଛୁଳି ବରଷା ପାଣି ବହିଯାଏ ନଈରେ ନଈ ଯାଏ ବହିବହି ମିଶିଯାଏ ସାଗରେ ଉଛୁଳି ବରଷା ପାଣି ବହିଯାଏ ନଈରେ ନଈ ଯାଏ ବହିବହି ମିଶିଯାଏ ସାଗରେ
ଘାସ ଗାଲିଚାରେ ସାଧବ ବୋହୁ ନାଲି ପାଟ ନାଇ କୁଆଡେ ଯାଉ । ବରଷା ରାତିରେ ବେଙ୍ଗୁଲୀ ରଡି କଉମାଛ ଯାଏ ଗଛରେ ଚଢି... ଘାସ ଗାଲିଚାରେ ସାଧବ ବୋହୁ ନାଲି ପାଟ ନାଇ କୁଆଡେ ଯାଉ । ବରଷା ରାତିରେ ବେଙ୍ଗୁଲୀ ରଡି ...